by ବିନୟ ମହାପାତ୍ର ✓ · 28 Nov 2019
ତୁମ ସହରର ସୂର୍ଯ୍ୟ ପରି, ମୋ ଗାଁ ସୁରୁଜ, ବେଳ ଉଛୁର ଯାଏ ଶୋଇ ରହେ ନାହିଁ । ମୋ ଗାଁର ଚଞ୍ଚଳିଆ କାଉ, କାଉ, ସିନ୍ଦୁରା ଫିଟିବା ଆଗରୁ, ସୂରୁଜ ଉଇଁବା ଖବର କହି ଦେଇ ଯାଏ । ନୂଆ ବୋହୁ ମାଛି ଅନ୍ଧାରରୁ ଉଠି ଅଗଣାରେ ଝାଡୁ ଲଗାଇ....
Loading comments…
Comments
Loading comments…