by Aminilu Ray ✓ · 10 Dec 2019
ଜୀବନଟା ଏଇ ଅଛି, ଏଇ ନାହିଁ । ସୁଖ ଆସେ, ପୁ’ଣି ଚାଲିଯାଏ । ଚାଲିଗଲା ପରେ ଦେଇଯାଏ ଖାଲି ଦୁଃଖ ଆଉ ଯନ୍ତ୍ରଣା । ଶେଷରେ ପରିସ୍ଥିତି ଚକ୍ରରେ ପଡି ମଣିଷ ଦୁଃଖକୁ ଆପଣେଇ ନିଏ ।
Loading comments…
Loading comments…