by Puspanjali Panda ✓ · 21 Aug 2021
ଏଲି ଆଉ ଟିନାର ସମ୍ପର୍କରେ ଅତ୍ୟନ୍ତ ମର୍ମାହତ ଦୁଇ ପରିବାରର ଲୋକ।ଏଲିର ବୟସ ଦୃଷ୍ଟିରୁ ବହୁ ବିଭାଘର ପ୍ରସ୍ତାବ ଆସି ପହଞ୍ଚି ଯାଉଥାଏ।ମାତ୍ର ପ୍ରିୟବ୍ରତ ବାବୁଙ୍କୁ ସବୁବେଳେ ଅପଦସ୍ତ ହେବାକୁ ପଡୁଛି
Loading comments…
Loading comments…