by Siddhartha Sankar Tripathy ✓ · 12 Aug 2022
ହଠାତ ଦିନେ ରାତି ଅଧରେ ..... ରିତା ଧିରେ ଡାକିଲା ସିତୁକୁ। ଆଖି ମଳିମଳି ବାହାରକୁ ଗଲା ସିତୁ । ଅନ୍ଧାରରେ ଆଉ ଗୋଟିଏ ଛାଇ ଦେଖି ଚମକି ଉଠିଲା ସେ। ରିତା କହିଲା, ଭୟକରେନା ଏଇ ପରା ମୋ ଭାବିସ୍ୱାମୀ। ମୁଁ ଘରୁ ସବୁ ସୁନା ଟଙ୍କା ନେଇ ଆସିଛି।
Loading comments…
Loading comments…