by Bhabesh Chandra Kar ✓ · 9 Oct 2019
ମୁଁ ତୋର ସେହି କଲେଜ ଦିନର ମାନୁ । ତୋ ପୁଅର କଥା ମୋତେ ଲାଗିଲା । ଆଜିଠୁ ମୋର ଗୋଟେ ପୁଅ ନୁହେଁ ଦୁଇପୁଅ । ଜଣେ ପ୍ରକାଶ ଆଉ ଜଣେ ରାହୁଲ । ସମସ୍ତଙ୍କ ଆଖିରେ ଲୁହ ଥିଲା । ସେ କିନ୍ତୁ ଆନନ୍ଦାଶ୍ରୁ ।
Loading comments…
Loading comments…