by SIPRA NAMTA ✓ · 24 Jul 2019
ଚାକିରୀରେ ଜଏନ କରିବାର କିଛିଦିନ ପରେ ଅଚାନକ ଧକ୍କା ହୋଇଗଲା ଜଣକ ସହିତ ।ହାତରୁ ଛିଟିକି ପଡିଲା ଫାଇଲଟି ତଳକୁ ।ତଳୁ ସାଉଁଟିନେବା ସମୟରେ ସମ୍ବିତର ନଜର ପଡିଗଲା ଟ୍ରାନ୍ସପାରେଣ୍ଟ ଫାଇଲ ଭିତରୁ ସୁଲଗ୍ନାର ମୁହଁ ।
Loading comments…
Loading comments…