by Shibashis Padhee ✓ · 20 Jun 2019
ନିଜ ବା, ମା ତଥା ସାନଭାଇର ମୋହ ଅଟକାଇ ପାରି ନ ଥିଲା ଜୟନ୍ତୀକୁ ଉଦୁଲିଆ ବିବାହ କରି ଏଇ ଗାଁ ରେ ଆସି ରହିଥିଲେ ସେମାନେ । କାମ ଛାଡି ଘର ସଂସାର କରିଥିଲାଜୟନ୍ତୀ । ଭାରି ଭଲ ପାଉଥିଲା ବୁଧୁଆ । ନିଜ ରାଜମିସ୍ତ୍ରୀ କାମ ପାଇଁ ପାଖ ସହରକୁ ଯାଉଥିଲା ।
Loading comments…
Loading comments…