by Writer Roja Panda ✓ · 30 Jul 2019
ଆମେ ଜେନେରାଲ କାଷ୍ଟ ଲୋକମାନେ ଯେତେ ଦୁଃଖରେ ରହିଲେ ବି ସରକାର ଆମକୁ ଦେଖି ଆଖି ବୁଜିଦେବେ ରେ ଧନ । ଏସବୁ ଶୁଣି ଆକାଶ କହିଲା - ମାଆ ଜାତି ତ ଗୋଟିଏ । ଆମ ସମ୍ବିଧାନରେ ଲେଖାଇଯାଇଛି ଯେ, ଜାତି , ଧର୍ମ ,ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଭାରତୀୟ । ତେବେ ଏଇ ଆରକ୍ଷଣ ବା ଜାତି କୋଟା ଆସିଲା କେଉଁଠୁ ?
Loading comments…
Loading comments…