by Satyaprakash Sethy, M. A(UGC NET) ✓ · 13 Dec 2019
ମୁଁ ପଚାରିଲି - ତୁମେ କାହିଁକି ଏତେ ଅସ୍ୱାଭାବିକ। ଅନ୍ୟ ପିଲା ପରି ସ୍ୱାଭାବିକ ମନେ ହୁଅ ନାହିଁ। କାହା ସହ କଥା ହୁଅ ନାହିଁ କି କାହା ସହ ମିଶ ନାହିଁ। ସବୁବେଳେ ଚୁପ୍ଚାପ୍। ଶ୍ରେଣୀ ଗୃହ ଭିତରେ ବି ତଳକୁ ମୁହଁ ହାଣି ବସ।
Loading comments…
Loading comments…