Loading…
ଯେତେବେଳେ ଭଉଣୀ ସୁଲଗ୍ନା ଠାରୁ ଶୁଣିଲା ବମ୍ବେରୁ ଚନ୍ଦ୍ରାବତୀ ଆସିଛି । ତା'ର ଦେହରେ ବିଜୁଳି ଦୌଡିଗଲା । ମନେ ମନେ ଭାବିଲା ମୋ ମନର ଦେବୀ, ହୃଦୟର ରାଜକୁମାରୀ ମୋତେ ଦେଖା କରିବା ପାଇଁ ବମ୍ବେରୁ ଆସିଛି । ମୁଁ କେତେ ଭାଗ୍ଯବାନ ସତରେ ! ସଂଗେ ସଂଗେ ସେ ତା'ର ସାଙ୍ଗ ମାନଙ୍କୁ ବିଭିନ୍ନ ବାହାନା ବନେଇ ରଥଯାତ୍ରା ଦେଖିଯିବା ପାଇଁ ମନା କରିଦେଲା ।
Comments
Loading comments…