by Sachidananda Kar ✓ · 3 Oct 2019
ବାଲି ଭିତରେ ସେସବୁ ସେହିପରି ପୋତି ହୋଇ ରହିଯିବ ନା,ସାଇତି ରଖିବା ସେସବୁକୁ ଖୋଳିତାଡି ? ଯଦି ନ ରଖିବା ସେତୁ ଉପରେ ଧାଉଁଥିବା ମଣିଷଟି କେମିତି ବୁଝିବ ଯେ ପରସ୍ପରକୁ ଯୋଡିବା ଲାଗି ସେତୁ ନୁହେଁ ଗୋଟିଏ ହୃଦୟ ଦରକାର ହୁଏ ବୋଲି ?
Loading comments…
Loading comments…