by Er. Suchismita Satpathy ✓ · 9 Oct 2020
ସେତେବେଳକୁ ଗଛଗୁଡିକ ପାଣି ପାଇ ସତେଜ ଦେଖାଯାଉଥିଲେ ଓ ଏକ ନୂତନ କଳିରୁ ଫୁଲ ଫୁଟାଇବାର ପ୍ରୟାସରେ ଥିଲେ । ପୁଣି ଏକ ନୂତନ ଆଶା ନେଇ ଯେ,କାଳେ ଆସନ୍ତା କାଲିର ଫୁଲ କାହାର ଆବଶ୍ୟକତାରେ ଅର୍ପିତ ହେବ ।
Loading comments…
Loading comments…