by Er. Suchismita Satpathy ✓ · 11 Sept 2020
ସେହି ମୁହୂର୍ତ୍ତରେ ମିମି ତାଙ୍କ ପରିବାର ସହ କାଶ୍ମୀର ଗସ୍ତ କିପରି ରହିଲା ପଚାରିବାରେ ସୁଜିତର ମୁଖ ମଣ୍ଡଳ ପୋଡି ପାଉଁଶ ପରି ହୋଇଗଲା । ସେହି ମୁହୂର୍ତ୍ତରେ ତାର ଭଦ୍ର ମୁଖାଟି କେଉଁ ଆଡେ ଚାଲିଯାଇଥିଲା ।
Loading comments…
Loading comments…