ଶରୀର - ବେସ, ତେବେ ଛାଡି ଯାଅ ମତେ । ତୁମର ଅତୀତର ଦୁଃଖକୁ ଲାଘବ କରିବାପାଇଁ ମୁଁ ଅନେକ ବାର କ୍ଷତାକ୍ତ ହେଇ ସାରିଛି । ମୁଁ ଏବେ ରୁଗ୍ଣ , ଶକ୍ତିହୀନ ।ମତେ ଏବେ ଛାଡ଼ିଯାଅ ତୁମେ । ଖୋଜ ଏକ ନୂଆ ଶରୀର ଯିଏ ତୁମର ସମସ୍ତ ଶତ୍ରୁର ମୁକାବିଲା କରିପାରିବ । ନହେଲେ ମୋର ଛୋଟିଆ ଅନୁରୋଧ ରକ୍ଷାକର । ଫେରିଚାଲ ମୋ ସହିତ ମୋ ହାତଧରି ସେଇ ସମୟକୁ ।
Loading comments…