by Panchanan Jena ✓ · 29 Jul 2020
ମୁଁ ତ ଏକୋଇଶି ଦିନ ପରେ ଦେହ- ଶରୀର ନିୟମତଃ ଶୁଦ୍ଧ ହେବି କିନ୍ତୁ ଆଜି ମୋ' ମନର ମନମନ୍ଥନ - ହୃଦୟର ଶୋଧଶୋଧନ - ଅନ୍ତକରଣର ପରିସ୍କାର- ପରିଚ୍ଛନ୍ନ - ଆତ୍ମାର ଶୁଦ୍ଧିକରଣ ଆତ୍ମାଶୋଧନ ସାନିଟାଇଜେସନ୍ ହୋଇଗଲା ।
Loading comments…
Comments
Loading comments…