by Sanuja Meghamala ✓ · 1 Jul 2019
ସାବତ ବାପା କିପରି ତା ଇଜ୍ଜତ ନେବାକୁ ଚାହୁଁଥିଲେ,ମା ର ସମ୍ମତି ଥିଲା। ପ୍ରତିରୋଧ କରିବାରୁ ମାଡ଼ ମାରି ଖାଇବା ବନ୍ଦ କରିବା ତ ଛୋଟ କଥା। ଗୋଟେ ଘରେ ବନ୍ଦ୍ କରି ରଖିଲେ। ପଡିଶା ଘର ସହିଯୋଗରେ ସେ ନର୍କରୁ ଉଦ୍ଧାର ପାଇଥିଲା। ଝିଅଟେ ହୋଇ ବଞ୍ଚିବା କେତେ କଷ୍ଟ?
Loading comments…
Loading comments…