by Manorama Hati ✓ · 19 Dec 2019
ସେ ଭିତରେ ଅନୁଭବ କରୁଥିଲା ମରି ଯାଇଥିବା ଲୋକ ବି ବେଳେବେଳେ କେତେ ଯନ୍ତ୍ରଣା ଭିତର ଦେଇ ଗତି କରେ। ସତରେ! ଯନ୍ତ୍ରଣା କାହାର ବି ପିଛା ଛାଡେନି। ଏକଥା ବି ବୁଝି ଯାଇଥିଲା ଆତ୍ମହତ୍ୟା ସବୁ ସମସ୍ୟାର ସମାଧାନ ନୁହେଁ।
Loading comments…
Loading comments…