ସଂଗ୍ରାମକୁ ପୋଲିସ ବାବୁ ଟାଣି ଟାଣି ନେଇ ଯାଆନ୍ତେ ମନୋଜ କହିଲା, ମିଛରୁ ଆରମ୍ଭ ସମ୍ପର୍କ ବେଶି ଦିନ ରୁହେନି ସଂଗ୍ରାମ। ମୁଁ ତୁମକୁ ଜେଲ ପଠାଇବିନି। ତୁମେ ତ ଥିବ କିନ୍ତୁ ତୁମ ସାଥିରେ କେହି ନ ଥିବେ। ତୁମେ ପ୍ରତି କ୍ଷଣ ଛଟପଟ ହେବ। ଅନ୍ୟକୁ କଷ୍ଟ ଦେଇ ଆଜି ପର୍ଯ୍ୟନ୍ତ କେହି ଭଲରେ ରହିନାହାନ୍ତି ସଂଗ୍ରାମ।
Loading comments…