by Madhabi Patel ✓ · 6 Apr 2022
ଖାଦ୍ୟ ଦାମୀ ହେଲେ ଅତ୍ୟନ୍ତ ତୃପ୍ତି ଦେବ ସେମିତି କିଛି ମାନେ ନାହିଁ । ଭୋକ ଯଦି ଥିବ ଆଉ ଜଣକର ସ୍ନେହ ପରଷା ଭୋଜନ ସଫା ସୁତୁରା କରି ମିଳି ଯାଏ ତାହା ମଣିଷକୁ ଆତ୍ମତୃପ୍ତି ପ୍ରଦାନ କରିଥାଏ ।
Loading comments…
Loading comments…