ତା ପରେ ସେ ଅଫିସରୁ ଆସି ବସିଛି ଯେ ବସିଛି। ଛୁଆ ଦୁଇ ଟାଙ୍କୁ ଶୁଆଇ ଦେଇ ଭାବୁଛି କାହାକୁ ସାହାଯ୍ୟ ମାଗିବ। ଯଦି ଶାଶୁ ଘରକୁ ଯିବ ତାହେଲେ ସ୍ୱାମୀ ନାଁ ରେ ଘରଟା କରିବାକୁ ପଡିବ। ତା ପରେ ବି ସେଠି ଯେ ତାକୁ ସ୍ଥାନ ମିଳିବ ତାର କିଛି ଗ୍ୟାରେଣ୍ଟି ନାହିଁ। ବାପ ଘରକୁ ଗଲେ ଭାଉଜ ନାଁ ରେ ଘରଟା କରିବାକୁ ପଡିବ।
Loading comments…