by Rozalini Mishra ✓ · 12 Jul 2019
ଯଦି ଶାଶୁ ଘରକୁ ଯିବ ତାହେଲେ ସ୍ୱାମୀ ନାଁରେ ଘରଟା କରିବାକୁ ପଡିବ। ତା ପରେ ବି ସେଠି ଯେ ତାକୁ ସ୍ଥାନ ମିଳିବ ତାର କିଛି ଗ୍ୟାରେଣ୍ଟି ନାହିଁ। ବାପ ଘରକୁ ଗଲେ ଭାଉଜ ନାଁରେ ଘରଟା କରିବାକୁ ପଡିବ। ରାତିରେ ଯଦି ବସ ଘରକୁ ଯିବ ତାହେଲେ ତାକୁ ତା ସମ୍ମାନକୁ ବଳି ଦବାକୁ ପଡିବ।କଣ କରିବ ସିଏ।
Loading comments…
Loading comments…