by Lopamudra Parida ✓ · 23 Jun 2021
ସବୁବେଳେ ଅପଦାର୍ଥ, କୁଳାଙ୍ଗାର ଶୁଣିବାରେ ଅଭ୍ୟସ୍ତ କାନ ଆଜି ଥରୁଥିଲା । ବାପା ମାନେ ହିଁ ଆୟୁଷ କାଟି ତମକୁ ଚିରାୟୁ କରିପାରନ୍ତି ନିଜେ ପବନ ହେଇ ନିଃଶ୍ୱାସରେ ।
Loading comments…
Loading comments…