Loading…
ପାଇଁ ମନଟା ରହିରହି ଲୁହ ଝରାଉଛି । ସତରେ ବଳୁଆ ! ଯେଉଁ ଭକ୍ତି ଆଉ ବିଶ୍ବାସ କରି ଏ ସମାଜ ଗୋଟିଏ କାଠ ଗଣ୍ଡିଟାକୁ ଭଗବାନ କରିପାରିଲା ସେହିଥିରୁ କାଣିଚାଏ ଯଦି ସବୁ ପିଲାମାନେ ସେମାନଙ୍କ ଅପାରଗ ବୁଢା ବାପା ମା' କୁ କରନ୍ତେ ତାହା ହେଲେ ଏ ଓଲଡ୍ ଏଜ ହୋମ୍ ବଦଳରେ ସବୁଆଡେ ହେପି ହେପି ହମ୍ ହୋଇଯାଆନ୍ତା "
Comments
Loading comments…