by Asish Ranjan Dash ✓ · 2 Jul 2021
ଆସମା ବି ସେଠି ଥାଇ ସବୁ ଦେଖୁଥିଲା I ଆୟେଶା ସ୍କୁଟି ଷ୍ଟାର୍ଟ କଲା ଆଉ ଉଭୟଙ୍କୁ ବାଏ କହି ବାହାରି ଗଲା I ଆସମା ଆଉ ଆସିଫ ଘରକୁ ଆସିଲେ I ଆସମା ବେଡ଼ରୁମକୁ ଯାଇ ଗଡି ପଡିଲା I
Loading comments…
Comments
Loading comments…