Loading…
ସମସ୍ତେ ଏକ ସ୍ୱରରେ କହିଲେ- ହଁ ରେ ପିନାକୀ,ଏମିତି ତ ହେଉଛି । ଏଇ ଦେଖୁଣୁ ବରକୁବର ଅଳ୍ପ ସମୟ ବ୍ୟବଧାନରେ କେମିତି ବାତ୍ୟା ଆସି ଦୋହଲେଇ ଦେଉଛି ମଣିଷ ଓ ଜୀବ ଜଗତ ମେରୁ ଦଣ୍ଡ! ସାମୁଦ୍ରିକ ଝଡ଼ ହୁଡ୍ ହୁଡ୍,ତିତିଲ୍ ଏବେ ପୁଣି ଫନି । କେମିତି କିଲି ବିଲି କରି ମାରୁଛନ୍ତି । କଣ କଲେ ଏଥିରୁ ରକ୍ଷା ମିଳିବ କହିଲୁ,ବାବୁ । ପିନାକୀ କହିଲା ଦ୍ରାକ୍ଷା ସେଇଥି ପାଇଁ ପରା ମୋ ସଂଗେ ସର୍ତ୍ତ ରଖିଥିଲା । ଆମ ରିସେପସନ୍ ଦିନ ଆମେ ଶହେଟି ଗଛ ଲଗାଇବୁ । ଦେଖିନ ଗାଡିଏ ଗଛ ଯୌତୁକ ଆଣି ସେ ଆସିଛି । ତୁମେ ମାନେ ହସୁଥିଲ ପରା ଗଛ
Comments
Loading comments…