ଦୂରରୁ ଦେଖି ମୋ ଗୋଡ଼ ହାତ ଥରିଲା, ଝାଡା ଝାଡା ଲାଗିଲା,ମୁଣ୍ଡ ବୁଲେଇ ହେଇ,ଦେହ ଶାରା ଶୀତ କଣ୍ଟା ଦେଲା,,,ଚମକି ପଡ଼ିଥିଲି ସେଇ ଅନ୍ଧାର ରାତିରେ,,,,,ll ପାଖରୁ ପାଖାକୁ ଗଲି,,କିଏ ଜଣେ ନା ଭୁତ ମୁଁ ଜାଣି ପାରୁ ନ ଥାଏ, କିଏ,କିଏ ରଡି କଲି,,ଶୂନସାନ,,ଚୁପ ଖାଲି କଁ କଁ ହେଉଛି ସେ ରୂପ, ପୁରା ପଖାକୁ ଯାଇ ଦେଖେ,,,,ତ ହସି ହସି ଗଡିଗଲି,ଗୋଟାଏ କେନ୍ଦୁ ଗଛ ଉପରେ ଫଟା କୁଲା ଟିଏ ଓହଳା ହେଇଛି,
Loading comments…