by Ranjit Sahu ✓ · 26 Jan 2022
ଆଜି ମଧ୍ୟ ସେହି ଆଘାତର କ୍ଷୀଣ ଦାଗ କିଛି ରହି ଯାଇଛି ଦୀପକର ହାତରେ ଆଉ ଯେତେବେଳେ ସେଥିରେ ତାହାର ଦୃଷ୍ଟି ପଡେ ଦୀପକ ବହୁତ ହସେ ସେହି ଅଭୁଲା ମୁହୂର୍ତ୍ତ କିଛିକୁ ମନେ ପକେଇ I
Loading comments…
Loading comments…