by Alhadini Panigrahi dash ✓ · 25 May 2019
ଏଇ ଫନିଟା ଆସିଲା ବୋଲି ସିନା ଗାଁକୁ ପଳାଇ ଆସିଲ, ନହେଲେ ତୁ କିଏ ଆଉ ଏ ଗାଁ କିଏ "! ଅଭିମାନ ଭରା କଣ୍ଠ ଭାଇଙ୍କର । ଅପରାଧ ବୋଧରେ ମୁଣ୍ଡ ତଳକୁ କରିଦେଲେ ଦିପକ ।
Loading comments…
Loading comments…