ସେ ନିଜକୁ ବଞ୍ଚେଇବାକୁ ତତ୍ପର ହେବ ନିଜ ଜନ୍ମରୁ । ଆଉ ସୁରକ୍ଷା ଦେବାର ଗୁରୁ ଭାର ରଖିବା ଆଉ ଗୋଟେ ସ୍ତ୍ରୀ କାନ୍ଧରେ । ସେ ହେଇପାରେ ମା' , ମାଉସୀ , ମାଇଁ , କାକୀ , ଜେଜୀ ସେଇମାନେ କେହିବି । କାରଣ ଝିଅ ମୋର ଏବେ ଗୋଟେ ଅସୁରକ୍ଷିତ ପ୍ରଜାତି ଯାହାର ସୁରକ୍ଷା ଲୋଡ଼ା , ସଂରକ୍ଷଣ ଲୋଡ଼ା । ଏଇତକ କ'ଣ ସମାଧାନ । ଏମିତି କ'ଣ ଜୀଇଁପାରିବ ଝିଅଟିର ଗୋଟେ ସଫଳ ଜୀବନ ?
Loading comments…