by ABADHOOT PANDA ✓ · 11 Aug 2021
ଆମେ ସମସ୍ତେ ଗଭୀର ଦୁଃଖରେ ଭାଙ୍ଗି ପଡ଼ିଲୁ l ଆଖିରୁ ଲୁହ ନିଗିଡ଼ି ପଡ଼ିଲା ପ୍ରତ୍ୟେକ ସହପାଠୀମାନଙ୍କ ଆଖିରୁ l ମୋ ଆଖିର ଲୁହରେ ମୋର ସାର୍ଟ ଭିଜି ଯାଇଥିଲା l ଅପରାହ୍ନ ତିନିଟା l ରୋଷେଇ ସ୍ଥାନକୁ ନିରାଶ ବଦନରେ ଫେରି ଆସିଲୁ l ରୋଷେୟା ନନା ଓ
Loading comments…
Loading comments…