by Lalita Mohan Mishra ✓ · 5 May 2020
ଅଥଳ ଜଳରାଶି ଘର୍ଘର ନାଦରେ କୂଳ ଲଙ୍ଘି ମାଡି ଆସୁଥାଏ। ଲହଡି ଆଉ ସମୁଦ୍ରର ଗଭୀରତମ ପ୍ରଦେଶର ଢେଉ ଦର୍ଶକର ମନକୁ ଉଲ୍ଲସିତ କରି ଦେଉଥାଏ । ତା ସହିତ ଆଣିଦେଉଥାଏ ଦେହକୁ ଥଣ୍ଡା ଓ ହୃଦୟରେ ଆନନ୍ଦ । ମନରେ ଭରିଦିଏ ଆଉ ପ୍ରାଣରେ ଆଣେ ନବ ପୂଲ୍ଲକର ସ
Loading comments…
Loading comments…