by Laxmana Sahoo ✓ · 8 Oct 2019
ବାହାରେ ନିରବତା ବିରାଜମାନ କରୁଥିଲେ ବି ନିର୍ଲଜମାନଙ୍କ ଠୋ ଠୋ ହସ ଶୁଭୁଥିଲା, ବାହୁବଳ, କ୍ଷମତାର ଅପପ୍ରୟୋଗ, ଅମାପ କଳାଟଂକାର ଅପବ୍ୟବହାର ତାଂକ ଅହଂକାର ଗର୍ବକୁ ଶତଗୁଣିତ କରୁଥିଲା ।
Loading comments…
Loading comments…