by Gyanaranjan Sahoo ✓ · 3 Jul 2021
କର୍ମଜଞ୍ଜାଳ ପରେ ଅବସର ସମୟ ନିଜ ଦାଣ୍ଡପିଣ୍ଡାରେ ବସି ଘରର ସବୁ ଖବର ରଖୁଥାନ୍ତି; କିଏ କୁଆଡ଼େ ଗଲା, କେତେବେଳେ ଆସିବ ଇତ୍ୟାଦି । ପଡ଼ିଶା ବୁଢ଼ା ସାଙ୍ଗରେ ଚାଷବାସ କଥା ଓ ହାତରେ ପାନ ଚାଙ୍ଗୁଡ଼ି ତାଙ୍କ ନିତିଦିନିଆ କାର୍ଯ୍ୟାବଳୀର ଅଂଶବିଶେଷ
Loading comments…
Loading comments…