by Rasmi Rekha Tripathy ✓ · 3 Sept 2019
ଅଚଳ ଘୋଷିତ ନୋଟ୍ ସବୁ ବଦଳେଇବାର ଶେଷ ତାରିଖ ଡିସେମ୍ବର୍ ୩୧ l ଯା’ ହେଉ ଭଗବାନ୍ ହିଁ ବଡଲୋକ l ଯେଉଁ ଭଦ୍ରବ୍ୟକ୍ତିଙ୍କ ଉପରେ ଦିନ ସାରା ଏତେ ବିରକ୍ତ ହେଉଥିଲି, ସିଏ ଏବେ ମୋତେ ଭଗବାନଙ୍କର ଅବତାର ଭଳି ଲାଗୁଥିଲେ l
Loading comments…
Loading comments…