by Tapaswini DashSarangi ✓ · 4 Dec 2021
ସମୃଦ୍ଧି କଣ ବା କହିବ ! ସେ ଜାଣିଛି ତା' ବୋଉ କେବେ ବି ଔଷଧ ଖାଉନଥିଲା l ଭାବନାଙ୍କ ମନର ଅଭିମାନ ଛାତିର କଷ୍ଟ ଠାରୁ ଯଥେଷ୍ଟ ଅଧିକ ବୋଲି ସେ ବୁଝୁଥିଲା l
Loading comments…
Loading comments…