by Rasmi Rekha Tripathy ✓ · 23 Feb 2019
: ବୁଝିଲେ ଭାଇନା ! ମୋ ଶଳା ଭାଉଜ ବହୁତ ଭଲ l ପ୍ରତି ସପ୍ତାହାନ୍ତରେ ଜଟଣୀ ଆସି ସପ୍ତାହକ ପାଇଁ ରାନ୍ଧି ଦେଇ ଫ୍ରିଜରେ ରଖି ଦେଇ ଯାଆନ୍ତି l
Loading comments…
Loading comments…