by Shibashis Padhee ✓ · 23 May 2019
""ଦେଖ ବାବୁ ବାହାଘର ଖର୍ଚ୍ଚତ ଯାହା ହେବା କଥା ହେବ !ଝିଅ ଟେ ଆସିବ !ତିନି ଓଳି ତ ଖାଇବ ଜୀବନ ସାରା, ତା ପାଇଁ କପଡା ଲତା ସବୁ ଦରକାର !ରୋଗ ବଇରାଗ କୁ ଔଷଧପାଣି ଖର୍ଚ୍ଚ ଅଛି ପୁଣି ସେ ଯିବ ଆସିବ! କମ ଖର୍ଚ୍ଚ ହେବ କି?? ଅତି କମ ରେ ତାର ଅଧା ତ ଆଣିବ ନା?? ""
Loading comments…
Loading comments…