by shibaram dalai ✓ · 28 Apr 2019
କୌଣସି ନା କୌଣସି କଥାରେ ଜିଦ ଧରିବସେ ମୁଁ ,କେବେ ଆଇସକ୍ରିମ ତ କେବେ ଗୁପଚୁପ ଆଉ କେତେବେଳେ ଦହିବରା ମିଠା ଅନ୍ୟ କିଛି ।ମୋର ସବୁ ଆଶା ପୁରଣ କରନ୍ତି ମୋ ବାପା ବୋଉ ମନରେ ଦୁଃଖ ବା ଅସନ୍ତୋଷ ନ କରି ।
Loading comments…
Loading comments…