by Subhalaxmi Nayak ✓ · 7 Mar 2022
ମୋତେ ଅନ୍ୟମନସ୍କ ଦେଖି ମୋତେ ପରିହାସ ଛଳରେ କହିଲା ସସ୍ମିତା, "ଆଜି ସାର୍ ନାହାଁନ୍ତି, ଦେଖାଯାଉ ଆମ ମୋଷ୍ଟ୍ ଏଲିଜିବଲ୍ ଅଧିନାୟିକା କ୍ୟାଣ୍ଡିଡେଟ୍ କ'ଣ ତୀର ମାରିବେ।" ମୋତେ ଭାରି ଦୁଃଖ ଲାଗିଲା। ଦଳକୁ ସାର୍ ଙ୍କ ଅନୁପସ୍ଥିତିରେ ଅଧିନାୟିକା
Loading comments…
Loading comments…