by Writer Roja Panda ✓ · 23 Feb 2019
ଅନ୍ୟାୟ ଦେଖିଲେ ସେ ଦୁଃଖରେ ଭାଙ୍ଗି ପଡୁଥିଲା । ଅଧର୍ମରେ ଯିବାପାଇଁ ସେ ବହୁତ ଡରୁଥିଲା । ସେ ସବୁବେଳେ ନ୍ୟାୟ ବିଚାରକୁ ପ୍ରାଧାନ୍ୟ ଦେଉଥିଲା ।
Loading comments…
Loading comments…