by Kanan Bala Nayak ✓ · 19 May 2019
ନିଜର ପ୍ରାଣପ୍ରିୟ ବାପାଙ୍କୁ ହରାଇ ବାକ୍ ଶୂନ୍ଯ ହୋଇ ଯାଇଥିବା ଅଭିଲିପ୍ସା କଣ ଜବାବ ଦେବ କିଛି ଚିନ୍ତା କରି ପାରୁନଥିଲା । ନିଜ ଜୀବନର ଛୋଟ ଛୋଟ କଥାକୁ ଅଭିଲିପ୍ସା ନିଜ ମାଆଙ୍କୁ ନକହି ନିଜ ବାପାଙ୍କ ସହ ବାଣ୍ଟୁଥିଲା ।
Loading comments…
Loading comments…