by Amit Bal ✓ · 4 Nov 2020
ତୁମେ ଥରଟିଏ ପାଇଁ ଫେରି ଆସ ରାଧୁ ବଡବାପା, କେବଳ ଥରଟିଏ ପାଇଁ । ମୁଁ ତୁମ ଦିନୁଆର ଖବର ଆଣିଛି । ସେ ମୋତେ ଜବାବ୍ ଦେଇଛି ଆସନ୍ତା ସପ୍ତାହରେ ନିଶ୍ଚିତ ଭାବରେ ଗାଁକୁ ଆସିବ ।
Loading comments…
Loading comments…