by Nityananda Sahu ✓ · 8 Feb 2021
ପ୍ରଥମ ଚାକିରୀକୁ କେବେ ବି ଛାଡିପାରିବ ନାହିଁ ?? କାହିଁକି ନା ଆଜି କାଲି ସରକାରୀ ଚାକିରୀଟିଏ ପାଇବା ପାଇଁ ବହୁତ କସରତ କରିବାକୁ ପଡୁଛି । ସିଟି ପାସ କରିବାର ଚାରି ବର୍ଷ ପରେ ଓଟିଇଟିରେ କୃତକାର୍ଯ୍ୟ ହୋଇ କୋରାପୁଟ ଜିଲ୍ଲାରେ ଚାକିରୀ ପାଇଛି
Loading comments…
Loading comments…