by Sunita Barik ✓ · 2 Aug 2019
ଏତେ ସମୟ ଧରି କଥାବାର୍ତ୍ତାରେ ସମସ୍ତେ ଭୂଲି ଯାଇଥିଲେ ଯେ ଆଉ କିଛି ସମୟ ପରେ ମହମବତୀ ଟି ଲିଭିବାର ଯଥେଷ୍ଟ ସମ୍ଭାବନା। ତେଣୁ ଏବେ ସେମାନଙ୍କ ପାଖରୁ ବିଦାୟ ନେବାର ସମୟ ଆସିଯାଇଥିଲା।ଉଠିବାକୁ ଉଦ୍ୟତ ହେବାବେଳେ ଆରତୀର ବୋଉ ପଚାରିଲେ କଣ ହେଲା ପୁଅ କିଛି କହିଲନି ଯେ।
Loading comments…
Loading comments…