by ABADHOOT PANDA ✓ · 23 Oct 2021
ସେହି ସହରିଆ ବାବୁଗୁଡ଼ାଙ୍କୁ ତୁ ଆଜି ଉଚିତ ଶିକ୍ଷା ଦେଲୁ l ଆଉ ଆମ ଆଦିବାସୀମାନଙ୍କ ଇଜ୍ଜତ ରଖିଲୁ l ସେହି ସହରୀ ଲୋକଗୁଡ଼ାକ ଆମ ଜଙ୍ଗଲ ଭିତରେ ଜବରଦସ୍ତି ପଶି ଗଛ ଲତା କାଟି ନିରୀହ ପଶୁ ପକ୍ଷୀଗୁଡ଼ାକୁ ଜୀବନରୁ ମାରି ନେଇ ଯାଉଛନ୍ତି l
Loading comments…
Loading comments…