by Kiran Mishra ✓ · 1 Oct 2019
ଏ ବୁଢ଼ୀଟାକୁ କ୍ଷମା କରି ଦେବୁନି ଝିଅ । ମୁଁ ତୁମ ମାନଙ୍କ ନିକଟରେ ଦୋଷୀ । ତୁ ମୋ ଲାଗି ଏତେ ବଡ଼ ତ୍ୟାଗ କରୁଛୁ ମୁଁ ମୁର୍ଖ ତତେ ବୁଝି ପାରୁନଥିଲି । ତୁ ପରା ମୋ ଶୁଭକୁ ଭଲ ପାଉ, ତେବେ ବାହା ହେବାକୁ ମନା କରି ଦେଲୁ କେମିତି ।
Loading comments…
Loading comments…