by Rozalini Mishra ✓ · 18 Aug 2019
ସାହିର ସ୍ତ୍ରୀ ଲୋକମାନେ ଗୋଟିଏ ଗୋଟିଏ ଆସି ପାଦ ଛୁଇଁ ମୁଣ୍ଡିଆ ମାରୁଛନ୍ତି ହୃଦଘାତରେ ମରି ଯାଇଥିବା ଗୋଟେ ଅଲକ୍ଷଣୀର । ରଘୁଆ ମା ' କହୁଛି , ଆହା... କେଡ଼େ ଲକ୍ଷ୍ମୀବନ୍ତ ଝିଅଟି ! ଆଜି ଦୁର୍ଗାଷ୍ଟମୀ ପରା ଦିନରେ ହାତରେ ଶଙ୍ଖା ମୁଣ୍ଡରେ ସିନ୍ଦୂର ନାଇ ଅହ୍ୟରେ ଚାଲିଗଲା ।
Loading comments…
Loading comments…