by Chhabi rani Pati ✓ · 30 Sept 2019
ଜୀବନ ଯନ୍ତ୍ରଣା. ଯାହା,,, ଅନାଦି ଅନନ୍ତ କାଳରୁ ଭୋଗୁଛନ୍ତି ଜୀବନ କପୋତ ଆଉ କପୋତି ଦୁହେଁ . ସେହି ଅକୁହା ବେଦନାର ଅଜସ୍ର କାହାଣୀ ..... ନା' କାହାକୁ ଦେଖାଇ ପାରୁଛନ୍ତି ନା' ନ'କହି ସହିପାରୁଛନ୍ତି , ନା ରହି ପାରୁଛନ୍ତି ଉଭୟ ......
Loading comments…
Comments
Loading comments…