by Basanti Pattnaik ✓ · 8 Nov 2021
ପିଲାମାନେ ଦେଶର ଭବିଷ୍ୟତ, ସେମାନେ କଞ୍ଚା ମାଟି ସଦୃଶ, ଆମେମାନେ ଯେମିତି ଗଢି ତୋଳିବା ସେମାନେ ସେହି ପ୍ରକାର ଋପରେଖ ନେବେ, କଞ୍ଚା ମାଟିକୁ ଅର୍ଥାତ୍ ଶିଶୁକୁ ଭଲରେ ଗଢି ତୋଳିବା ସବୁ ପିତା ମାତାଙ୍କ ଦାୟିତ୍ଵ।
Loading comments…
Loading comments…