by Chinmaya Jena ✓ · 28 Apr 2020
ମନୋଜ ବାପାଙ୍କର ଏ ସବୁ କାମକୁ ନିରିଖି ଦେଖୁଥାଏ। ସେ କୋଦାଳ କାନ୍ଧରେ ପକେଇ ଚାଲିଲା ବାପାଙ୍କ ସହ ଘରକୁ। ଏମିତି ସେ ବାପାଙ୍କ ସହ ଗାଁରେ ଥିବା ସମୟରେ କେତେ ଆଖି ତୃତୀୟାରେ ମୁଠି ଅନୁକୂଳ ପାଇଁ ଯାଇଛି ମାଟି ମାକୁ ବହୁତ୍ ପୂଜା କରିଛି।
Loading comments…
Comments
Loading comments…